spot_img

ଦୁର୍ଘଟଣାର ସମ୍ମୁଖୀନ ହେଲେ ବାଇଡେନ

ୱାସିଂଟନ : ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ନିର୍ବାଚନକୁ ଛାଡି ପ୍ରଥମଥର ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତେବେ ତାଙ୍କ କୁକୁର ମେଜର ସହିତ ଖେଳୁଥିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବାଇଡେନ । ଯାହାଫଳରେ ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଯାଇଛି । ଏହା ସହ ବାଇଡେନ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି ତାଙ୍କ ଘରୋଇ ଚିକିତ୍ସକ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular