ମୁମ୍ବାଇ: ବ୍ଲକବଷ୍ଟର ଆଶିକୀ ଫିଲ୍ମର ହିରୋ ରାହୁଲ ରାୟଙ୍କୁ ସୁଟିଂ ସେଟରେ ହେଲା ବ୍ରେନ ଷ୍ଟ୍ରୋକ । ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ଶ୍ରୀନଗର ଓ ପରେ ପରେ ମୁମ୍ବାଇସ୍ଥିତ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଲଭାନା ଭ୍ୟାଲି ଉପରେ ଆଧାରିତ ଫିଲ୍ମ ଖଇଉ କାର୍ଗିଲ ଠାରେ ସୁଟିଂ କରୁଥିବାର ସୂଚନା ମିଳିଛି । ବତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି ବୋଲି ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0