ମୁମ୍ବାଇ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଘଟଣାକୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଘୋର ନିନ୍ଦା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ବଲିଉଡରେ ମନୋରଞ୍ଜନ ଆଳରେ ଏଟଂବଡ଼ ଓ ହିଂସା ଉସୁକାଉଥିବା ଲୋକଙ୍କୁ ଜେଲ୍ରେ ଭର୍ତ୍ତି କରିଦେବା ଉଚିତ। ସେ ଏକ ଟ୍ୱିଟକୁ ଟ୍ୟାଗ କରି ଏହିଭଳି ଟ୍ୱିଟ କରିଛନ୍ତି। ଟ୍ୱିଟ ଟ୍ୟାଗ କରି କଙ୍ଗନା ଲେଖିଛନ୍ତି, “ଏମାନେ ବଲିଉଡ ପାଇଁ ଅଳିଆ ଯାହାକୁ ତୁରନ୍ତ ସଫା କରିବା ଆବଶ୍ୟକ। ମନୋରଞ୍ଜନ ଆଳରେ ଅନ୍ତଃବାଡ଼ ଓ ହିଂସା ଉସୁକାଉଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରିଦେବା ଉଚିତ। ଯଦି ଆମ ଦେଶରେ ଆଇନ ବ୍ୟବସ୍ଥାର ଗୋଟିଏ କୋଟା ବି ବାକି ଅଛି ତାହେଲେ ସେହି ପୋକ ଭାରତର ହାଡ ଖାଉଛି।”



Visitors Today : 4
Total Visitors : 130422
Total Views : 9891952
Visitors Online Now : 0