spot_img

କୃଷି ଆଇନ ବିରୁଦ୍ଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା

କଲିକତା: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ କଲିକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିବସୀୟ ବିଶେଷ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନରେ ଦ୍ୱିତୀୟ ଦିନରେ ୧୬୯ ଧାରା ଅନୁସାରେ ଏହି ପ୍ରସ୍ତାବ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆଗତ କରିବେ । କୃଷି ଆଇନକୁ ନେଇ ପ୍ରଥମେ ଚର୍ଚ୍ଚା ହେବ ଏହା ପରେ ପ୍ରସ୍ତାବ ଆଗତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular