ମୁମ୍ବାଇ : ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଛନ୍ତି ବେବୋ । ବଲିଉଡ଼ର ବେବୋ କହିଲେ କରୀନା କପୁର ଖାନଙ୍କୁ ବୁଝାଏ । କରୀନା ନିକଟରେ ନିଜ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି ନିଜ ମନ ପସନ୍ଦର ପୁଅ ମାନଙ୍କ ଫଟୋ । ଯାହା ତାଙ୍କ ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତିି ।

କରିନା ସେୟାର କରିଥିବା ଫଟୋରେ ସ୍ୱାମି ସୈଫ ଅଲ୍ଲି ଖାନଙ୍କ ସହ ପୁଅ ତୈମୁର ଓ ଅମୃତାଙ୍କ ପୁଅ ଇବ୍ରାହିମ ମଧ୍ୟ ରହିଛନ୍ତି । ଯାହାକୁ ଦେଖି ପ୍ରଶଂସକ ମାନେ ନିଜର ମତାମତ ମଧ୍ୟ ଦେଇଛନ୍ତି । ନିକଟରେ କରୀନା ପୁଣି ଥରେ ମା ହୋବକୁ ଯାଉଥିବା କଥା ସେୟାର କରିଥିଲେ । ଏବେ ସେ ନିଜା ଅପକମିଙ୍ଗ ଫିଲ୍ମ ସୁଟିଂ ରେ ବିଜି ଅଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0