କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ପାଞ୍ଚଦିନ- ତାହା ‘ପଞ୍ଚକ’ ବା ଲୋକମୁଖରେ ‘ପଞ୍ଚୁକ’ ଭାବରେ ଖ୍ୟାତ। ଏହାର ଲୋକପ୍ରଚଳିତ ନାମ ‘ବକପଞ୍ଚକ’ ହେଲେ ମଧ୍ୟ, ପ୍ରକୃତ ନାମ ‘ଭୀଷ୍ମପଞ୍ଚକ’। ଆଜି ସମସ୍ତ ଶିବାଳୟରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ | ଡଙ୍ଗା ଭସାଇବାକୁ ଜଳାଶୟ ମାନଙ୍କରେ ଦେଖିବାକୁ ମିଳିଛି ପ୍ରବଳ ଭିଡ | ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଜାରି ରଖିଛନ୍ତି ରାଜ୍ୟ ସରକାର | ପୁରୀରେ ହବିଷ୍ୟାଳି ମାନଙ୍କ ପାଇଁ ମଧ୍ୟ ଏଥର କଟକଣା ଜାରି ରହିଛି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0