କେନ୍ଦୁଝର: କେନ୍ଦୁଝରରେ ସଦର ରେଞ୍ଜକୁ ଧସେଇ ପଶିଲେ ୧୩ ଟିକିଆ ଝାଡ଼ଖଣ୍ଡି ହାତୀ ପଲ। ଏହି ହାତୀ ପଲରେ ଚାରୋଟି ଦନ୍ତା , ୬ଟି ମାଈ ହାତୀ ସହ ତିନୋଟି ଛୁଆ ହାତୀ ରହିଥିବା ଜଣାପଡିଛି। ଏହି ହାତୀ ପଲ ସଦର ରେଞ୍ଜର କେରୀ ଗାଁକୁ ଧସେଇ ପସିଛନ୍ତି ।। ବିଲକୁ ଧସେଇ ପଶି ଏକର ଏକର ଧାନ ଓ ପନିପରିବା ଖାଇବା ସହ ନଷ୍ଟ କରିଛନ୍ତି । ସେପଟେ ବନ ବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ କଡା ନଜର ରଖାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0