ଖଣ୍ଡଗିରି: କେନ୍ଦ୍ର କୃଷକ ଆଇନକୁ ବିରୋଧ କରି ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ । ଆଜି ଏନେଇ ଭାରତ ବନ୍ଦ ଡ଼ାକରା ଦେଇଛି କୃଷକ ସଂଗଠନ । ଭାରତ ବନ୍ଦର ପ୍ରଭାବ ଆଜି ଖଣ୍ଡଗିରି ଆଇଗିଣିଆ ଛକରେ ଦେଖିବାକୁ ମିଳିଛି । ସିଟୁ କର୍ମି ମାନଙ୍କ ଦ୍ୱାରା ସକାଳୁ ୫ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଧର୍ମଘଟ ସ୍ଥଳରେ ଶାନ୍ତି ବଜାୟ ରଖିବା ପାଇଁ ଖଣ୍ଡଗିରି ପୋଲିସ ସଜାଗ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0