spot_img

୬୦୦ ରନ କ୍ଲବରେ ସାମିଲ ହେଲେ ରାହୁଲ

ଦୁବାଇ: ଚଳିତ ବର୍ଷ ଆଇପିଏଲ ଇତିହାସରେ ଦ୍ୱିତୀୟ ଭାରତୀୟ ଭାବରେ ୬୦୦ରୁ ଅଧିକ ରନ କରିଛନ୍ତି କେଏଲ ରାହୁଲ । ତେବେ ୧୩ଟି ମ୍ୟାଚରୁ ମୋଟ ୬୪୧ ରନ ସଂଗ୍ରହ କରି ଏହି କ୍ଲବରେ ସାମିଲ ହୋଇଛନ୍ତି କିଙ୍ଗସ ଏକାଦଶ ଦଳର କ୍ୟାପଟେନ ରାହୁଲ । ଏହା ପୂର୍ବରୁ ବାଙ୍ଗାଲୋର ଦଳର କ୍ୟାପଟେନ ବିରାଟ କୋହଲି ଏହି କ୍ଲବରେ ସାମିଲ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular