spot_img

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ଜୟପୁରଆତ୍ମସମର୍ପଣ କଲେ ମହିଳା ମାଓବାଦୀ । କୋରାପୁଟ ଏସପିଙ୍କ ନିକଟରେ ମହିଳା ମାଓବାଦୀ ରାମୀ ମାଡକାମୀ ଆତ୍ମ ସମର୍ପଣ କରିଛନ୍ତି । ରାମୀ ୨୦୧୩ ମସିହାରୁ ମାଓ ସଂଗଠନରେ ଯୋଗ ଦେଇଥିଲା । ସେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସକ୍ରିୟ ଥିଲା । ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଅଙ୍ଗରକ୍ଷୀ ଭାବେ ରାମୀ ଦାୟିତ୍ବ ତୁଲାଉଥିଲା । ରାମୀ ନାଁରେ ବିଭିନ୍ନ ଥାନାରେ ରହିଛି ୧୦ରୁ ଅଧିକ ମାମଲା । ରାମୀର ମୁଣ୍ଡ ଜାମିନ୍ ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular