ଲକ୍ଷ୍ନୌ: ଆଜି ଠାରୁ ଉତ୍ତରପ୍ରଦେଶରେ ଲାଗୁ ହେଲା ଲଭ ଜିହାଦ ଆଇନ । ରାଜ୍ୟପାଳଙ୍କ ମଞ୍ଜୁରି ମିଳିବା ପରେ ଆଜି ଠାରୁ ରାଜ୍ୟରେ ନିୟମ ଲାଗୁ ହୋଇଛି। ୨୪ ନଭେମ୍ବରର ୟୁପି କ୍ୟାବିନେଟ ଲଭ୍ ଜିହାଦ ଉପରେ ଅଧ୍ୟାଦେଶକୁ ମଞ୍ଜୁରି ଦେଇଥିଲା। ପରେ ଏହାକୁ ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା। ଅଧ୍ୟାଦେଶରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0