ହାଇଦ୍ରାବାଦ: ଅଟୋ ଚାଳକର ପୁଅ ଏବେ ଈଗଡ କାରର ମାଲିକ ହୋଇପାରିଛନ୍ତି ଭାରତୀ୍ର ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସିରାଜ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଫେରିବା ପରେ ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର ନିଜ ଟଙ୍କାରେ ଏକ ବିଏମ୍ଡବ୍ଲ୍ୟୁ କାର୍ କିଣିଛନ୍ତି । ଅନ୍ୟପଟେ ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ହିଁ ମହମ୍ମଦ ସିରାଜଙ୍କ ବାପାଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ସମୟରେ ସିରାଜ ଅଷ୍ଟ୍ରେଲିଆରେ ଥିଲେ। ହେଲେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ସେ ଭାରତ ନଆସି ଅଷ୍ଟ୍ରେଲିଆରେ ରହିଥିଲେ ।ଦମଦାର ପ୍ରଦର୍ଶନ ସହ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳକୁ ଘାଇଲା କରିବା ସହିତ ଲଗାତାର ତୃତୀୟ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0