ନୂଆଦିଲ୍ଲୀ : ଡିସେମ୍ବର ୫ ରେ ମହାନଦୀ ଶୁଣାଣି । ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ୨ ପକ୍ଷ କମନ ଇନଫର୍ମେସନ ଫର୍ମାଟ ଉପରେ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଡିସେମ୍ବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କ୍ରିଷ୍ଣା-କାବେରୀ ଭଳି ମହାନଦୀ ଫର୍ମାର୍ଟ କରିବାକୁ ନିଦେ୍ର୍ଦଶ ଦେଇଥିଲେ ଟ୍ରିବ୍ୟୁନାଲ ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0