spot_img

କରୋନା କବଳରୁ ସୁସ୍ଥ ହେଲେ ଅଭିନେତ୍ରୀ ମଲ୍ଲାଇକା

ମୁମ୍ବାଇ: ସାରା ବିଶ୍ୱରେ କୋଭିଡ଼ ସଂକ୍ରମଣ ଥମିବାର ନା ନେଉନଥିବା ବେଳେ ଏଥିରୁ ବାଦ ପଡ଼ିନଥିଲେ ଅଭିନେତ୍ରୀ ମଲ୍ଲାଇକା ଅରୋଳା । ଇତି ମଧ୍ୟରେ ସେ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି । ମଲ୍ଲାଇକା ଦୀର୍ଘ ଦୁଇ ସପ୍ତାହ ପରେ ନିଜ ଘରୁ ବାହାରକୁ ଆସିଛନ୍ତି ଏବଂ ଏହା ହିଁ ସବୁଠୁ ବଡ଼ କଥା କହି ସେ ତାଙ୍କ ଇଷ୍ଟାଗ୍ରାମରେ ସେୟାର କରି କହିିଛନ୍ତି । ଅନ୍ୟପଟେ ସେ ଡ଼କ୍ଟର, ବିଏମସି, ପରିବାର, ସାଙ୍ଗ, ପୋଡ଼ସି ଏବଂ ପ୍ରଶଂସକ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆର୍ଶୀବାଦ ସହ ସମର୍ଥନ କରିିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣେଇଛନ୍ତି । ସୂଚନା କ୍ରମେ, ଇଣ୍ଡିଆଜ ବେଷ୍ଟ ଡ଼୍ୟାନସର ସୋ’ରେ ସେ ଜଜ ଭାବରେ ରହି ସେହି ସୋ’କୁ ପରିଚାଳିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular