ଗୋଆ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମଲ୍ଲାଇକା ଆରୋରା ବର୍ତ୍ତମାନ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଗୋଆରେ ଛୁଟି କଟାଉଛନ୍ତି । ତାଙ୍କ ସହ ପରିବାର ମଧ୍ୟ ଗୋଆରେ ଅଛନ୍ତି । ତେବେ ଏନେଇ ଗୋଟିଏ ଗ୍ରୁଫ ଫୋଟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ବୟଫ୍ରେଡ ଅର୍ଜୁନ କପୁର, ଭଉଣୀ ଅମୃତ ଆରୋରା ଏବଂ ତାଙ୍କର ଜଣେ ବନ୍ଧୁ ଅଛନ୍ତି । ଏହା ସହ ସେ କ୍ୟାପସନରେ ୰ଏକ୍ଟବଊସବକ୍ସସରଗ୍ଦ ଲେଖିଥିବାର ଦେଖିବା ପାଇଁ ମିଳିଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0