ଭୁବନେଶ୍ବର : ଭିନ୍ନକ୍ଷମଙ୍କୁ ବିବାହ କଲେ ମିଳିବ ୨.୫୦ ଲକ୍ଷ ଟଙ୍କା । ଓଡିଶା ସରକାର ପ୍ରୋତ୍ସାହନ ରାଶି ୫୦,୦୦୦ ରୁ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୁର୍ବରୂ ଏହି ଯୋଜନା କାର୍ୟ୍ୟକାରୀ ହେବାବେଳେ କିଛି ସମସ୍ୟା ନଜରକୁ ଆସିଥିଲା। ଏହି ଯୋଜନା ଅନ୍ତର୍ଗତ ପ୍ରୋତ୍ସାହନ ରାଶି ବର୍ତ୍ତମାନ ୫୦,୦୦୦ ଟଙ୍କାରୁ ବୃଦ୍ଧି କରାଯାଇଛି। ଯୋଗ୍ୟ ଦମ୍ପତିଙ୍କ ପାଇଁ ୨,୫୦,୦୦୦ ନିର୍ଦ୍ଦେଶ ତାରିଖରୁ ପ୍ରଭାବ ପ୍ରଦାନ କରି ଏହି ନିର୍ଦ୍ଦେଶାବଳୀକୁ ଆହୁରି ସଂଶୋଧନ କରାଯାଇଛି । ଯାହା ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ କମିଶନର ତଥା ସଚିବ ଭାସ୍କର ଶର୍ମା କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0