ରାଜକନିକା: ରାଜକନିକା ରେ କଂଗ୍ରେସ ପକ୍ଷରୁ ବିଶାଳ ଗଣଧlରଣା । ସାତ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଡ଼ିଜେଲ , ଗ୍ୟାସ ସହ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି । ଖରାସ୍ରୋତା ମେଗାଜଳ ପ୍ରକଳ୍ପକୁ ବନ୍ଦ କରିବା ଏବଂ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରିବା ସହ ଅନ୍ୟ ବହୁ ଦାବି ନେଇ ଏହି ରାଲି କରାଯାଇଛି । ଧାରଣାରେ ଆଳିର ପୁର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ମାରଣା ନୀତି ଉପରେ ଅଭିଭାଷଣ ରଖିଥିଲେ । ଶେଷରେ କନିକା ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଧାରଣରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0