କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଚଳିତ ବର୍ଷ ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୧୫, ୨୪୪ ଛାତ୍ରଛାତ୍ରୀ ପାସ କରିଛନ୍ତି। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା କୌଣସି ଛାତ୍ରଛାତ୍ରୀଙ୍କୁ ଇ୧ ଗ୍ରେଡ ମିଳିନି। ଇ୨ରେ ୧୦, ଈ୧ରେ ୧୯୫, ଈ୨ରେ ୯୩୦, ଉରେ ୧,୯୦୨; ଊରେ ୩,୧୪୦, ଋରେ ୯,୦୬୭, ୠରେ ୬,୨୧୮ ପିଲା ପାସ କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0