ହ୍ରିତିକଙ୍କ ପ୍ରଂଶସକଙ୍କ ପାଇଁ ବଡ଼ ଖବର । ହ୍ରିତିକ ଖୁବ ଶୀଘ୍ର ଏକ ମେଗା ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ହଲିଉଡ଼ ଡ଼ିଭି ଧାରାବାହିକ ଦି ନାଇଟି ମ୍ୟାନେଜରଙ୍କ ହିନ୍ଦି ଆଡ଼ାଫ୍ଟେସନରେ ଅଭିନୟ କରିବେ । ଏହି ପ୍ରଜେକ୍ଟରେ କାମ କରିବା ପାଇଁ ହ୍ରିତିକ ବହୁତ ଫି ନେଇଛନ୍ତି । କୁହାଯାଉଛି ଏଥି ପାଇଁ ସେ ୭୫ କୋଟି ଟଙ୍କା ମାଗିଛନ୍ତି । ଏହି ସିରିଜଟି ଏକ ବ୍ରିଟିସର ଲୋକପ୍ରିୟ ସିରିଜ ଅଟେ । ବର୍ତ୍ତମାନ ହ୍ରିତିକ ଏଥିରେ ଏକ ସରକାରୀ ଏଣ୍ଟେ ଭାବେ ନଜର ଆସିବେ । ଏହି ଓଟିଟି ଡେବ୍ୟୁର ରିଲିଜ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0