ସିଡନୀ: ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ସିରିଜ । ଏନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ କ୍ଲାକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ କ୍ୟାପଟେନ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି-୨୦ ସିରିଜରେ ଦେଖିବାଭଳି ପ୍ରଦର୍ଶନ କରିବା ସହ ଭଲ ନେତୃତ୍ୱ ନେବା ଆବଶ୍ୟକ । କୋହଲିଙ୍କୁ ଆଗରେ ରହି ନେତୃତ୍ୱ ନେବା ସହ ଭାରତକୁ ଦିନିକିଆ ଓ ଟି-୨୦ ସିରିଜରେ ଜିତାଇବାକୁ ହେବ । ଏପରି ନହେଲେ ଭାରତ ଟେଷ୍ଟ ସିରିଜରେ ୪-୦ରେ ପରାସ୍ତ ହେବ ବୋଲି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ମାଇକେଲ କ୍ଲାକ କହିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0