spot_img

ଦୁଇଟି ଟେଷ୍ଟରୁ ବାଦ ପଡିଲେ ରୋହିତ ଓ ଇଶାନ୍ତ

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଦ୍ରୁତତମ ବୋଲର ଈଶାନ୍ତ ଶର୍ମା ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ଏହା ସହ ବାକି ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ନେଇ ମଧ୍ୟ ଆଶଙ୍କା ଉଠୁଛି । ତେବେ ଉଭୟଙ୍କୁ ସମ୍ପୂର୍ଣ୍ଣଭାବେ ସୁସ୍ଥ ହେବା ପାଇଁ ଗୋଟିଏ ମାସ ଲାଗିବ ବୋଲି ବିସିସିଆଇ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଦୁହେଁ ଖେଳାଳି ବାଙ୍ଗାଲୋରସ୍ଥିତ ଏନସିଏ ଏକାଡେମିରେ ଫିଟ ହେବା ପାଇଁ ପ୍ରୟାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular