spot_img

ପ୍ରଦୀପଙ୍କ ଗିରଫ ଦାବିରେ ଗୋପାଳପୁର ଥାନାରେ ଏତଲା

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଏସପିଙ୍କୁ ଦାବିପତ୍ର । ବିଧାୟକଙ୍କ ଗିରଫ ଦାବିରେ ଗୋପାଳପୁର ଥାନାରେ ଏତଲା । ଭାଇ ଦିଲ୍ଲୀପ ପାଣିଗ୍ରାହୀ ଓ ସୂର୍ଯ୍ୟ ସାହୁଙ୍କୁ ମଧ୍ୟ ଗିରଫ ଦାବି । ଏତଲା ଦେଲେ ଗୋପାଳପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ । ପ୍ରଦୀପ ପାଣିଗ୍ରାହୀ ଭାବୀଜ୍ୱାଇଁଙ୍କ ସହ ମିଶି ଠକିଥିବା ଅଭିଯୋଗ । ଚାକିରି ଦେବା ନାଁରେ ୬୮ ଯୁବକଙ୍କୁ ଠକିଥିବା ଅଭିଯୋଗ । ବିଧାୟକ ମୋରମ ଓ ବାଲି ଚେରାଚାଲାଣରେ ମଧ୍ୟ ସମ୍ପୃକ୍ତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular