ଉମରକୋଟ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ପ୍ରଧାନ ମନ୍ତ୍ରୀ ଆବାସ ଯାଜନା କୁ ରାଜ୍ୟ ସରକାର ବିଜୁ ପକ୍କା ଘର ନାମ ରେ ନାମିତ କରୁଥିବାର ଅଭିଯୋଗ ଆଣିଛନ୍ତି ବିଧାୟକ।କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଜଯନା କରୁଥିବା ବେଳେ ବିଜୁ ଜନତା ଦଳ ଏହାର ରୂପ ବଦଳାଇ ଏହା କୁ ବିଜୁ ପକ୍କା ଘର କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି।ଏଭଳି କିଛି ଅଭିଯୋଗ ଆଣି ଆଜି ଉମରକୋଟ ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି।ବିଜୁ ଜନତା ଦଳ ର ଛତ୍ର ଛାୟା ରେ ରହୁଛନ୍ତି ଉମରକୋଟ ବିଡ଼ିଓ ମହାଶୟ ବିଜୁ ଜନତା ଦଳ ର ପୋଲ ଖାଲିବା ପାଇଁ ଭାରତୀୟ ଜନତା ପାର୍ଟି ଏକତ୍ରିତ ହୋଇ ବ୍ଲକ ଘେରାଉ କରିଛି ବୋଲି କହିଛନ୍ତି ବିଧାୟକ ନିତ୍ୟନନ୍ଦ ଗଣ୍ଡ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0