ଆନନ୍ଦପୁର : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଂଚୁପଲ୍ଲୀ ଗ୍ରାମପଂଚାୟତରେ ମସାରି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗ୍ରାମପଂଚାୟତରେ ଲୋକଙ୍କୁ ମସାରି ବଂଟନ କରାଯିବା ସହ ସେମାନଙ୍କୁ ଏହାର ବ୍ୟବହାର ବିଷୟରେ ପରାମର୍ଶ ଦିଆଯାଇଥିଲା । ଡ଼େଙ୍ଗୁ ମେଲେରିଆ ଭଳି ମଶାଦ୍ୱାରା ବ୍ୟାପୁଥିବା ରୋଗରୁ କେମିତି ସୁରକ୍ଷିତ ରହିବେ ତଥା ମଶାରୀ ବ୍ୟବହାର ଦ୍ୱାରା କେମିତି ସୁସ୍ଥ ଜୀବନ ଜାପନ କରିପାରିବେ ଏନେଇ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମି ସସି୍ମତା ପଟ୍ଟନାୟକ, ସରପଂଚ ଅନିତା ଖଟୁଆ, ନାଏବ ସରପଂଚ ଗୌରାଙ୍ଗ ପ୍ରଧାନ ପ୍ରମୁଖ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0