spot_img

ଆତ୍ମହତ୍ୟା ଉଦ୍ୟମ କରି ମରଣ ମୁହଁରୁ ସୁରକ୍ଷିତ ଉଦ୍ଧାର ହେଲେ ମା’-ଝିଅ

କାଠଯୋଡ଼ି ନଦୀକୁ ଡେଉଁଲେ ମା’ ଝିଅ । କଟକର ସୁବାଷବୋଷ ସେତୁରୁ କାଠଯୋଡ଼ିକୁ ଡେଇଁ ମା’ଝିଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବ୍ରିଜ୍ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଲେ ମା-ଝିଅ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବିଭାଗଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ମା’-ଝିଅ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular