ମୁମ୍ବାଇ: ଫୋବର୍ସ ପତ୍ରିକା ଚଳିତ ବର୍ଷର ଭାରତୀୟ ଧନୀ ମାନଙ୍କର ତାଲିକା ପ୍ରକାଶ କରିଛି । ଫୋବସ ତାଲିକା ଅନୁସାରେ ରିଲାଏନ୍ସ ଗ୍ରୁଫର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଦେଶର ଶ୍ରେଷ୍ଠ ଧନୀ ହିସାବରେ ବିବେଚିତ ହୋଇଛନ୍ତି । ଫୋବସ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୮.୭ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି । ତେବେ ସେପ୍ଟେମ୍ବର ୧୮ର ଷ୍ଟକ ମୂଲ୍ୟ ଏବଂ ବିନିମୟର ମୂଲ୍ୟ ଉପରେ ଆଧାର କରି ଫୋବିସ ଏହି ଧନୀ ତାଲିକା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଆଦାନୀ ଗ୍ରୁଫର ପ୍ରତିଷ୍ଠାତା ଗୌତମ ଆଦାନୀ ରହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0