ବଲିଉଡ୍ର ପିଗି ଚପ୍ସ ଚୁଲବୁଲି ପ୍ରିୟଙ୍କା ଚୋପ୍ରା । ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ପ୍ରିୟ୍ରଙ୍କା । ବଲିଉଡ଼୍ରେ ଖୁବ୍ କମ୍ ଫିଲ୍ମରେ ନଜର ଆସିଥିଲେ ମଧ୍ୟ ଦର୍ଶକ ମନରେ ଛାଡ଼ିଛନ୍ତି ନିଜର ଛାପ । ଉଭୟ ହଲିଉଡ଼୍ ଓ ବଲିଉଡ଼୍ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଦେଶ ପାଇଁ ଆଣିଛନ୍ତି ଗୌରବ । ସ୍ୱାମୀ ନିକଙ୍କ ସହ ନିଜର ଫଟୋ ସୋସିଆଲ ମିଡ଼ିଆରେ ନିୟମିତ ସେୟାର କରିଥାଆନ୍ତି ପ୍ରିୟଙ୍କା । ଯାହା ବେଶ୍ ଭାଇରାଲ ହୋଇଥାଏ । ତେବେ ନିକଟରେ ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସିଛନ୍ତି । ଏକଥା ଆମେ କହୁନୁ । ଏକଥା ତାଙ୍କ ପୋଷ୍ଟରୁ ଜଣାପଡ଼ିଛି । ତେବେ ଆପଣମାନେ ଭାବୁଥିବେ କିଏ ଏହି ନୂଆ ଅତିଥି? ଯାହାର ଅଭ୍ୟର୍ଥନାରେ ଲାଗିପଡ଼ିଛନ୍ତି ପତି ପତ୍ନୀ ଦୁହେଁ । ସେ ଆଉ କେହି ନୁହେଁ , ତାଙ୍କର ନୂଆ କୁକୁର ପଣ୍ଡା । ହସ୍କି ଅଷ୍ଟ୍ରେଲିୟ ପ୍ରଜାତିର ଏହି ନୂଆ ଅତିଥିଙ୍କ ଫଟୋ ଅପଲୋଡ ପରେ ୧ କୋଟି ୪୫ ଲକ୍ଷ ଲାଇକ୍ ଓ ଲକ୍ଷାଧିକ ସେୟାର୍



Visitors Today : 3
Total Visitors : 130166
Total Views : 9891611
Visitors Online Now : 0