ପୁଣି ଥରେ ପରଦାରେ ଆସିବ ସଲମନ୍ ଖାନ ଶୋ ବିଗ୍ ବସ୍ । ଦେଖିବାକୁ ମିଳିବ ତାଙ୍କ ଦମଦାର ଅ୍ରବତାର । ରିଲିଜ ହେଲା ବିଗ୍ ବସ୍-୧୪ର ନୂଆ ପ୍ରମୋ ଭିଡ଼ିଓ । ଲକ୍ ଡାଉନ୍ ପରେ ସ୍ୱାଭାବିକ ହୋଇଛି ଏଣ୍ଟରଟେନ୍ମେଣ୍ଟ୍ ଜଗତ । ପ୍ରଥମେ ଟିଭି ସିରିୟାଲ ଜଗତ ଓ ପରେ ସିନେମା ଜଗତ ହୋଇଛି ଚଳଚଞ୍ଚଳ । ‘ବିଗ୍ ବସ୍- ୧୪’ର ପ୍ରମୋକୁ କଲର୍ସ ଟିଭି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ଏହି ଭିଡ଼ିଓରେ ସଲମାନ୍ କେତେବେଳେ କ୍ଷେତରେ କାମ କରୁଛନ୍ତି ତ କେତେବେଳେ ନିଜ ପୁରୁଣା ଅନ୍ଦାଜରେ ସାମ୍ନାକୁ ଆସି ଚମକାଇ ଦେଉଛନ୍ତି । ରିୟଲିଟି ଶୋ’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ଭିଡ଼ିଓ ଜଲର୍ସ ଟିଭି ପକ୍ଷରୁ ଜାରି କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0