spot_img

ନିଟ୍ ଓ ଜେଇଇ ପରୀକ୍ଷା ରଦ୍ଦ କରିବାକୁ ମମତାଙ୍କ ଦାବି..

କରୋନା ସମୟରେ ସେପ୍ଟେମ୍ବରରେ ହେବାକୁ ଥିବା ନିଟ୍ ଓ ଜେଇଇ ପରୀକ୍ଷା କରାଯିବା ନେଇ ଶୁଣାଣି ପରେ କଂଗ୍ରେସ ଏହାର ବିରୋଧ କରିବାପରେ ଏବେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜି ମଧ୍ୟ ଏହାକୁ ବିରୋଧ କରିଛନ୍ତି । ସିଏମ ଛାତ୍ରଛାତ୍ରୀଙ୍କ ସହ ମିଶି ଏହି ପରିକ୍ଷାକୁ ରଦ୍ଦ କରିବାକୁ ଦାବି କରିଛନ୍ତି । ମମତାଙ୍କ କହିବା କଥା ମୁଁ ପିଏମ ମୋଦଙ୍କ ସହ ପ୍ରଥମେ ଭିଡିଓ କଲ୍ରେ ଆଲୋଚନା କରିବା ପରେ ସେପ୍ଟେମ୍ବରରେ ହେବାକୁ ଥିବା ଜେଇଇ ଓ ନିଟ୍ ପରୀକ୍ଷା ରଦ୍ଦ ନହେଲା ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିପାରେ ମୁଁ ପୁଣିଥରେ ନିବେଦନ କରୁଛି ପରିସ୍ଥିତି ଅନୁକୁଳ ନହେବା ଯାଏଁ ଏହି ପରୀକ୍ଷା ସ୍ଥଗତି ରଖାଯାଉ । ଏହା ପୁର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଆମ ଆର୍ଦିମ ପାର୍ଟି ମଧ୍ୟ ଏହି ପରୀକ୍ଷାକୁ ଦୃଢ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular