spot_img

କରୋନା ପାଇଁ ଫିକା ପଡ଼ିଲା ମା ମଙ୍ଗଳା ଦର୍ଶନ

କାକଟପୁର: ହିନ୍ଦୁ ଧର୍ମ ଅନୁଯାୟୀ କାର୍ତିକ ମାସ ହେଉଛି ପୁଣ୍ୟର ମାସ । ଏହି ମାସରେ ହବିଷ୍ୟାଳିମାନେ କାର୍ତିକ ବ୍ରତ କରିଥାନ୍ତି । ତେବେ ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠେ କାକଟପୁର ପ୍ରସୀଦ୍ଧ ମା ମଙ୍ଗଳାଙ୍କ ପୀଠ । ଏହି ଦିନରେ ମାଙ୍କ ଦର୍ଶନ ପାଇଁ ପୁର ପଲ୍ଲୀରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥାନ୍ତି । କିନ୍ତୁ ଚଳିତବର୍ଷ କରୋନା ମହାମାରି ପାଇଁ ମନ୍ଦିର ବନ୍ଦ ରହିଥିବାରୁ ମାଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular