ପଶ୍ଚିମବଙ୍ଗ: ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ନୁସରତ ଜାହାନ୍ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଭାଇରାଲ ହେବା ପରେ ତାଙ୍କର ସମସ୍ତ କାର୍ୟ୍ୟକ୍ରମ ଏବଂ ସଭା ଓ ଅନ୍ୟାନ୍ୟ ମିଟିଂକୁ ବାତିଲ କରିଦିଆଯାଇଛି। ସେପଟେ ନୁସରତ୍ଙ୍କ ସମସ୍ତ ଫ୍ୟାନମାନେ ଏହି ଖବର ଶୁଣି ଚିନ୍ତିତ ହୋଇପଡିଛନ୍ତି। ପ୍ରଶଂସକମାନେ ନୁସରତ୍ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0