ଓଡ଼ିଶାରେ ୧୦ ରୁ ୧୨ ଦିନ ଭିତରେ ପ୍ଲାଜମା ଥେରାପି ଆରମ୍ଭ ହେବାକୁ ଯାଉଛି । ସମ, କିମ୍ସ, ଏସସିବି ଏବଂ ଅଶ୍ବିନୀ ହସ୍ପିଟାଲରେ ଆରମ୍ଭ ହେବ। କଟକ ଏସିିବି ମେଡ଼ିକାଲେରେ ହେବ ପ୍ଲାଜମା ଥେରାପି ହବ୍ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ ଘାଟନ କରିବେ ବୋଲି ସୂଚନା ମିଳିଛି।
ଲୋକସଭା ବୈଠକ ପରେ ଆଇଏଲ୍ଏସ୍ ନିଦେ୍ର୍ଦଶକ ଅଜୟ ପରିଜା ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରୁ ୮ହଜାର କରୋନା ଟେଷ୍ଟ ହେବ। ଵର୍ତମାନ ୩୦ହଜାର କିଟ୍ ମହଜୁଦ ଥିବା ବେଳେ ଆଉ ୧ ଲକ୍ଷ କିଟ୍ ଅଣାଯିବା ପାଇଁ ନିଷ୍ପତି ନିଆଯାଇଛି। ଏହି କିଟ୍ ପହଂଚିବା ପରେ ପ୍ରତି ଜିଲ୍ଲାକୁ ଟେଷ୍ଟ ପାଇଁ ପଠାଯିବ। ଦିନକୁ ୧୦ ହଜାର ଟେଷ୍ଟ ହେବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0