spot_img

୧୯୯୩ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ନୟାଗଡ଼: ନୟାଗଡ଼ ଉଚ୍ଚ ବିଦ୍ୟାଳୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ । ବାଇଗୁଣିଆ ତନ୍ତୁବାୟ ସହଯୋଗ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବନମାଳୀପୁର ଗ୍ରାମର ସୋମନାଥ ଦେବ କଲ୍ୟାଣ ମଣ୍ଡପରେ ଏହା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀ ସପରିବାର ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଦୁଇ ମୃତ ବନ୍ଧୁ ମାନଙ୍କୁ ମନେପକାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତେବେ ଦୀର୍ଘ ୨୮ ବର୍ଷ ପରେ ସପରିବାର ସହ ଆୟୋଜିତ ଏହି ବନ୍ଧୁ ମିଳନ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ଏବଂ ଦୃଷ୍ଟାନ୍ତ ସୂଚକ ହେବ ବୋଲି ସେମାନଙ୍କର ଆଶା ଓ ବିଶ୍ୱାସ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular