spot_img

ବାରହା ଫାଶରେ ଚାଲିଗଲା ଜୀବନ

ଦେବଗଡ : ବାରହା ଫାଶରେ ଚାଲିଗଲା ଜୀବନ । ମୃତକଙ୍କ ନାମ ପ୍ରଦୀପ ପ୍ରଧାନ ବୋଲି ଜଣାପଡିଛି । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଶାମପାଲି ଗାଁର ଘଟଣା । ରିଆମାଳ ଥାନା ଅନ୍ତର୍ଗତ ଶାମପାଲି ଗାଁରେ ବାର୍ହା ମାରିବାକୁ ବସାଯାଇଥିବା ବିଦ୍ୟୁତ ଫାସ ବିଛାଯାଇଥିଲା । ଟିକିରା ନଦୀ କୂଳରେ ଝରାନାଳୀ ଠାରେ ବସାଯାଇଥିଲା ବିଦ୍ୟୁତ ଫାସ । ତେବେ ଲାଗିଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଶାମପାଲି ଗାଁର ପ୍ରଦୀପ ପ୍ରଧାନ । ଘରକୁ ନଫେରିବାରୁ ବହୁ ସମୟ ଧିର ଖୋଜାଖୋଜି କରିବା ପରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular