spot_img

ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଲା ଇଂଲଣ୍ତ..

ପାକିସ୍ତାନ ବିପକ୍ଷରେ ପ୍ରାୟ ୧୦ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ଇଂଲଣ୍ତ । ସାଉଥମ୍ଫଟନରେ ଖେଲାଯାଇଥିବା ମ୍ୟାଚ ୩ୟ ଟେଷ୍ଟ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି । ଫଳରେ ୩ମ୍ୟାଚ ବିଶିଷ୍ଟ ସିରିଜ୍ ୧-୦ ଭାବେ ହାତେଇଛି ଇଂଲଣ୍ତ । ଇଂଲଣ୍ତ କ୍ୟାପଟେନ ଜୋ ରୁଟ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଜାକ କ୍ରାଫ୍ୱେଲେଙ୍କ ମାରାଥନ ୨୬୭ ରନରେ ଦ୍ୱିଂଶତକ ଇଂନିସ କରି ଫ୍ୱିକେଟ କିପର , କିପର ବ୍ୟାଟସମ୍ୟାନ ଜସ ବଟଲଙ୍କ ୧୫୨ ରନର ବଳରେ ଘରୋଇ ଇଂଲଣ୍ତ ଦଳ ୫୮୩-୩ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ପୁର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ତ ବିଜୟୀ ହୋଇତିବାବେଳେ ,ଦ୍ୱିତୀୟ ଟେଷ୍ଟ ମଧ୍ୟ ବର୍ଷା ଯୋଗୁଁ ଅମୀମାଂସିତ ରହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular