କଂଗ୍ରେସର ପୁର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରବିଆଇର ସଦ୍ୟ ରିପୋର୍ଟ କୁ ଦର୍ଶାଇ ବୁଧବାର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଧ୍ୟାନ ହଟାଇବା ଦ୍ୱାରା ନୁହେଁ ବରଂ ଖର୍ଚ୍ଚ ବୃଦ୍ଧି ଓ ଗରିବଙ୍କ ହାତରେ ଟଙ୍କା ଦେବା ଦ୍ୱାରା ଅର୍ଥବ୍ୟବସ୍ଥା ଟାକ୍ରକୁ ଫେରିବ । ସେ ଟ୍ୱିଟ କରି କହିଛନ୍ତି ଯେଉଁଥିପାଇଁ ମୁଁ ମାସ ମାସ ଧରି ଚେତାବନୀ ଦେଉଥିଲି ତାହା ଆରବିଆଇ ନିଶ୍ଚିତ କରିଛି । ସରକାର ବର୍ତ୍ତମାନ ଅଧିକ ଖର୍ଚ୍ଚ କରିବା ଆବଶ୍ୟକ । ରଣ ଦେବା କୌଣସି ଆବଶ୍ୟକ ନାହିଁ । ଗରିବ ଲୋକଙ୍କୁ ଟଙ୍କା ଦିଅ ଶିଳ୍ପପତିଙ୍କୁ ରିହାତି ନୁହେଁ । ଉପଯୋଗୀତା ଦ୍ୱାରା ଅର୍ଥନୀତି ଟ୍ରାକୁ ଫେରାଇ ଅଣାଯାଉ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0