spot_img

ପାଲଲହଡା ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଳା ପାଲଲହଡା ବିଧାୟକ ମୁକେଶ କୁମାର ପାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସେ ନିଜେ ଫେସବୁକରେ ଏହି ସୂଚନା ଦେଇଛନ୍ତି । ବିଧାୟକ ଶ୍ରୀ ପାଲ୍ ଲେଖିଛନ୍ତି ଯେ କୌଣସି ପ୍ରକାର ଲକ୍ଷଣ ଦେଖାଯାଉ ନଥିଲେ ବି ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଏବେ ଘରେ ସଙ୍ଗରୋଧରେ ଅଛନ୍ତି । ଏହା ସହିତ ତାଙ୍କର ସମସ୍ତ କର୍ମଚାରୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଶିଘ୍ର କରୋନା ଟେଷ୍ଟ କରିବାକୁ ବିଧାୟକ ମୁକେଶ ପାଲ ସମସ୍ତଙ୍କୁ ଅନୂରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular