ପାରଦ୍ୱୀପ: ପାରଦ୍ୱୀପ ବନ୍ଦର ହସ୍ପିଟାଲକୁ ଆଜି ଦିନକ ପାଇଁ ବନ୍ଦ କରାଯାଇଛି । ତେବେ ହସ୍ପିଟାଲ ସାନିଟାଇଜ କରିବା ପରେ ଆସନ୍ତାକାଲି ଖୋଲାଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଜଗତସଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ରେ ପହଞ୍ଚିଛି । ସେଥିମଧ୍ୟରୁ ୬୮୮ଜଣ ସୁସ୍ଥ ହୋଇ ସାରିଲେଣି । ୧୮୦ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0