ଆରମ୍ଭ ହେଲା ସଂସଦ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ସଂସଦ ମୌସୁମୀ ଅଧିବେଶନ । ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପହଞ୍ଚିଛନ୍ତି । କୋଭିଡ଼୍ ପ୍ରୋଟୋକଲ ଅନୁସାରେ ଅଧିବେଶନ ଚାଲିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଲମ୍ବା ସମୟ ବ୍ୟବଧାନ ପରେ ସମସ୍ତଙ୍କ ସହ ଭେଟ ହେବ । ବିଶେଷ ବାତାବରଣରେ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯିବ । ଅନେକ ବିଷୟ ଉପରେ ଚର୍ଚ୍ଚା ମଧ୍ୟ କରାଯିବ । କରୋନା ଅଛି, କିନ୍ତୁ କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0