ସାରଜା : ହାଇଦ୍ରାବାଦ୍ ରୋମାଚଂକ ର ମ୍ୟାଚ ଖେଳି ବିଜୟ ସହ ପ୍ଲେ ଅଫ୍ ରେ ସ୍ଥାନ ପାଇଲା । ହାଇଦ୍ରାବାଦ୍ ଟସ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲେ ଓ ମୁମ୍ବାଇ ୨୦ ଓଭର ଭିତେର ୧୪୯/୮ସଂଗ୍ରହ କରିଥିଲେ । ହାଇଦ୍ରାବାଦ୍ ତାର ଓପନ ଯୋଡି ଅତି ସୁନ୍ଦର ଭାବେର ଖେଳି ୧୭.୧ ବଲ୍ ରେ ମ୍ୟାଚ୍ କୁ ଜିତାଇ ଥିଲେ । ନଭେମ୍ବର ୬ ରେ ରୟାଲ୍ ଚ୍ୟାଲେଞର୍ସ ବାଙ୍ଗାଲୋର ବନାମ ହାଇଦ୍ରାବାଦ୍ ଅବୁଧାବି ରେ ଖେଳାଯିବ ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0