spot_img

ପୁରୀ ବକ୍ସିଙ୍ଗ୍ ଦଳ ପକ୍ଷରୁ ହନୁମାନ ଜୟନ୍ତି ପାଳନ

ପବିତ୍ର ମହାବିସୁଭ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ଅବସରରେ ପୁରୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୀ ବକ୍ସିଙ୍ଗ ଏକାଡେମୀ ପକ୍ଷରୁ ମହାବୀର ଜୟନ୍ତୀ ପାଳନ କରାଯାଇଛି । ଏହା ସହିତ ପ୍ରଥମ ପଣା ଭୋଗ ମହାବୀର ଙ୍କୁ ଅର୍ପଣ କରି ଛାତ୍ରଛାତ୍ରୀ ମାନେ ବକ୍ସିଙ୍ଗ ଅଭ୍ୟାସ ଆରମ୍ଭ କରିଥିଲେ । ଏକାଡେମୀର ସଭାପତି ସୁଦାମ ସାହୁଙ୍କ ତତ୍ୱାବଧାନରେ ଆଜିର ଏହି କାର୍ୟ୍ୟକ୍ରମ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ପୁରୀ ଅଞ୍ଚଳର ଶତାଧିକ ବକ୍ସିଙ୍ଗ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular