ପୁରୀ: ପରୀକୁ ନ୍ୟାୟ ଦାବିରେ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା । ବିଜେପି ସାହୁପଡ଼ା ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପଦଯାତ୍ରା ଅନୁଷ୍ଠିତ ହୋଇଛି । ପରୀ ମାମଲାର ସିବିଆଇ ତଦନ୍ତ ଦାବିରେ ଏହି ପଦଯାତ୍ରା କରାଯାଇଛି । ପଦଯାତ୍ରାକୁ ବରିଷ୍ଠ ନେତା କୃଷ୍ଣ ଜଗଦେବ ଉଦଘାଟନ କରିଥିଲେ । ବକୁ ହାଟରୁ ବାହାରି ମଇନ୍ଦିପୁର ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯାଇଥିଲା । ପଦଯାତ୍ରାରେ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ପୁର୍ବତନ ମନ୍ତ୍ରୀ ସୂରମା ପାଢୀ ପଦଯାତ୍ରା ଉଦଯାପନ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0