ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ସିରିଜ ପାଇଁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି ଭାରତୀୟ କ୍ରିକେଟ ଦଳ । ତେବେ ଅଷ୍ଟ୍ରେଲିଆର ବାଉନସର ପିଚକୁ ଦୃଷ୍ଟିରେ ରଖି ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ସ୍ୱତନ୍ତ୍ର ରଣନୀତି ଦେଖିବା ପାଇଁ ମିଳିଛି । ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନୀ କେଏଲ ରାହୁଲଙ୍କୁ ଟେନିସ ବଲରେ ବୋଲିଂ କରୁଛନ୍ତି । ଏନଇ ବିସିସିଆଇ ଭିଡିଓ ଛାଡି ଏ ବାବଦରେ ସ୍ପଷ୍ଟ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0