spot_img

ବେଆଇନ କରତକଳରେ ଚଢାଉ

ବାଲେଶ୍ୱର : ଚୋରାକରତ କଳ ଉପରେ ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ । ବାଲେଶ୍ୱର ଜିଲ୍ଲା ସୀମାନ୍ତ ସାହୁପଡ଼ା ନିକଟ ପଦ୍ମପୁର ଅଞ୍ଚଳରୁ ଚଢାଉ ହୋଇଛି । ବହୁ ମୁଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି । ଦୀର୍ଘଦିନ ହେଲା ଏହି ଅଞ୍ଚଳରେ ବେଆଇନ ଭାବେ କରତକଳ ଚାଲୁରହିଥିଲା । ସ୍ଥାନୀୟଲୋକେ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular