ଦୁବାଇ: ପଞ୍ଜାବ ବିପକ୍ଷ ମ୍ୟାଚରେ ରାଜସ୍ଥାନ ଭଲ ପ୍ରଦର୍ଶନ କରି ମ୍ୟାଚକୁ ଜିତିଛି । ଏହା ସହ ଚଳିତ ବର୍ଷ ନିଜର ପ୍ଳେ ଅଫ ଆଶାକୁ ଉଜ୍ଜିବୀତ କରିଛି ରାଜସ୍ଥାନ ରୟାଲ୍ସ । ଅନ୍ୟପଟେ ଏହି ବିଜୟ ସହ ସପ୍ତମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉଠିଛି ରାଜସ୍ଥାନ ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0