spot_img

ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା

ରାଜ୍ୟରେ ପିସିସି ସଭାପତି ପରବର୍ତ୍ତନ ଚର୍ଚ୍ଚା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳ । ପିସିସି ପରବର୍ତନ ପାଇଁ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି । ଗୁଜରାଟରେ କାର୍ୟ୍ୟକାରୀ ସଭାପତି ନିଯୁକ୍ତ ହେଲେ ପିସିସି ପରବର୍ତନ ହେବାର କୌଣସି ସମ୍ଭାବନା ନାହିଁ । ବର୍ତମାନ ଯେଉଁ ଚର୍ଚ୍ଚା ଚାଲିଛି ତାହା କେବଳ କଳ୍ପନା ଆଧାରିତ । ବର୍ତ୍ତମାନ ଯିଏ ପିସିସି ସଭାପତି ଅଛନ୍ତି, ସିଏ ଆଗକୁ ବି ଦାୟିତ୍ୱରେ ରହୁଛନ୍ତି ବୋଲି ତାଙ୍କର ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular