ରାୟଗଡ଼: ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ସରକାର ବିଭିନ୍ନ ରାଜ୍ୟରେ ସଟଡ଼ାଉନ ଜାରି କରୁଛନ୍ତି । ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟାନ୍ତ ସଂପୂର୍ଣ୍ଣ ଜିଲ୍ଲାକୁ୭୨ ଘଣ୍ଟା ସଟଡ଼ାଉନ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନର ଚିକିତ୍ସାଳୟ ଆଉଟଡ଼ର ମଧ୍ୟ ୪୮ ଘଣ୍ଟା ପାଇଁ ବନ୍ଦ ରହିବ । କିନ୍ତୁ ଜରୁରୀ ସେବା ଓ କାଜୁଆଲଟି ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲପାଳ ପ୍ରମୋଦ କୁମାର ବେହେରା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0