ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ଆକ୍ରାନ୍ତ । ଗତ ୧୧ ତାରିଖରେ ତାଙ୍କର ସ୍ବାବ୍ ଟେଷ୍ଟ୍ କରାଯାଇଥିଲା । ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ନୀଳଗିରି ବିଧାୟକଙ୍କର ମଧ୍ୟ କରୋନା ପଜିଟିଭ୍ ବାହାରିଥିଲା। କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ସେହିପରି ସାଲେପୁର ବିଧାୟକଙ୍କର ମଧ୍ୟ କରୋନା ପଜିଟିଭ୍ ବାହାରିଥିଲା। ସେ ମଧ୍ୟ ବର୍ତ୍ତମାନ ସୁସ୍ଥ ଅଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0