ମୁମ୍ବାଇ: ଚର୍ଚ୍ଚାରେ ରୋହିତ ସେଟ୍ଟିଙ୍କ ଅପକମିଙ୍ଗ ଫିଲ୍ମ ‘ସର୍କସ’ । ନିଜର ଅଲଗା ଅନ୍ଦାଜରେ ଚର୍ଚ୍ଚାରେ ରହୁଥିବା ରୋହିତ ଏହି ଫିଲ୍ମ ପାଇଁ ମୁମ୍ବାଇର ମେହେବୁବ ଷ୍ଟୁଡ଼ିଓକୁ ପୁରା ବୁକିଂ କରିଛନ୍ତି ।
ଏହି ଫିଲ୍ମରେ ବଲିଉଡ଼ର ଡ଼୍ୟାସିଂ ବୟ ରଣବିର ସିଂ ଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଣ୍ଡିଜ ନଜର ଆସିବେ । ଫିଲ୍କଟି ଉଇଲିଅମ ସେକ୍ସପିଅରଙ୍କ ଲିଖିତ ନାଟକ ‘ଦ କମେଡ଼ି ଅଫ ଏରଅର୍ସ’ରୁ ପ୍ରେରିତ ହୋଇଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0