spot_img

ଫିଟନେସ ପରୀକ୍ଷା ଦେବେ ଆଜି ରୋହିତ

ଦୁବାଇ: ଆସନ୍ତା ଭାରତ ଅଷ୍ଟ୍ରେଲିଆ ଗସ୍ତରେ ନିଜର ଫିଟନେସ ପାଇଁ ବାଦ ପଡିଛନ୍ତି ରୋହିତ ଶର୍ମା । ତେବେ ରୋହିତ ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିନାହାଁନ୍ତି ବୋଲି ବିସିିସଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏନେଇ ଆଜି ରୋହିତ ଶର୍ମାଙ୍କ ଫିଟନେସ ଆକଳନ କରାଯିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular